କଣ ହୋଇଥିଲା ଯେତେବେଳେ ନ୍ୟୁଜ୍ ରୁମରେ ହଠାତ୍ ପଶିଆସିଥିଲା ଜଣେ ଅଜଣା ଅଚିହ୍ନା !

34

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜଣେ ଆଙ୍କରର ନ୍ୟୁଜ୍ ପଢିବାର ଏକ ମଜାଦାର ଦୃଶ୍ୟ । ଯେଉଁଥିରେ ଆଙ୍କର ଜଣକ ନ୍ୟୁଜ୍ ପଢୁ ପଢୁ ହଠାତ୍ ଭୟଭୀତ ହୋଇ ପଡିଛନ୍ତି । ଯାହାର କାରଣ ଥିଲା ସେ ଏକ ଶଦ୍ଦ ଶୁଣିବାକୁ ପାଇଥିଲେ ।

ସୂଚନା ମୁତାବକ, ନ୍ୟୁଜ୍ ପ୍ରସାରଣ ସମୟରେ ଏକ କୁକୁର ଷ୍ଟୁଡିଓ ଭିତରକୁ ଚାଲି ଆସିଥିଲା । ଏବଂ ଆଙ୍କରଙ୍କୁ ଦେଖି ଭୁକିବା ଆରମ୍ଭ କରିଦେଇଥିଲା । ଯାହାକୁ ଦେଖି ଆଙ୍କର ଜଣକ ଭୟଭୀତ ହୋଇଯାଇଥିଲେ । ତେବେ ଏହି ମଜାଦାର ଭିଡିଓଟି ହେଉଛି ରୁଷର ଏକ ଟିଭି ଚ୍ୟାନେଲର ।

ଦେଖନ୍ତୁ ଏହି ଭିଡିଓ-