ଗୋଟିଏ ଆପ୍ ! ରେଳବାଇର ସମସ୍ତ ତଥ୍ୟ, ୧୦୦ କୋଟିର ବେପାର

23

ରେଳବାଇ ସହ ସଂପୃକ୍ତ ସମସ୍ତ ତଥ୍ୟ ଏଣିକି ଆପଣଙ୍କୁ ଗୋଟିଏ ଆପରେ ମିଳିବ । ଆସନ୍ତା ଜୁନରୁ ଏଥିପାଇଁ ରେଳବାଇ ଆଣୁଛି ମେଗା ଆପ୍ । ଏହାର ନାଁ ରହିଛି ହିନ୍ଦ୍ ରେଲ୍ । ଏଥିରେ ରେଳବାଇର ସମସ୍ତ ଆପ୍ ସାମିଲ ହେବ ।

ଏହି ମେଗା ଆପ୍ ଜରିଆରେ ବାର୍ଷିକ ୧୦୦ କୋଟିର ବ୍ୟବସାୟ କରିବାର ଲକ୍ଷ ରଖିଛି ରେଳବାଇ । ଘରେ ବସି ଏଣିକି ଆପଣ ସମସ୍ତ ତଥ୍ୟ ନିର୍ଭୁଲ ଭାବେ ପାଇପାରିବେ ।