ବଜାରରେ ମିଳୁଛି ବିଷାକ୍ତ ଚିନି ! ଜାଣିବେ କିପରି ? ଦେଖନ୍ତୁ ଏହି ଭିଡିଓ

119

ପ୍ରଥମେ ଅଣ୍ଡା ଓ ପରେ ପ୍ଲାଷ୍ଟିକ୍ ଚାଉଳ ବଜାରରେ ଚଳହ ସୃଷ୍ଟି କରିଥିବାବେଲେ ବର୍ତ୍ତମାନ ବଜାରରେ ବୁଲୁଛି ନକଲି ଚିନି । ଆଖିକୁ ସାଧାରଣ ଦାନା ଭଳି ଦେଖାଯାଉଥିବା ଏହି ଚିନି ଯେ ବାସ୍ତବରେ କେତେ କ୍ଷତିକାରକ ହୋଇପାରେ ଯାହାକୁ ଆପଣ କଳ୍ପନା ବି କରିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ-କିପରି ଚିହ୍ନିବେ ପ୍ଲାଷ୍ଟିକ୍ ଚାଉଳ ? ଜାଣନ୍ତୁ ଏହି ୫ଟି ଉପାୟ

ତେବେ ଏନେଇ ଏଇ କିଛି ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ତୀବ୍ର ଭାବରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ କିପରି ଅପମିଶ୍ରିତ ଚିନି ବଜାରରେ ଖୋଲାଖୋଲି ଭାବେ ବିକ୍ରୀ କରାଯାଉଛୁ ସେ ନେଇ ଏହି ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ-