ମୁଁ ବି ହେବି ଆଇଏଏସ୍

37

ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେବା ସମସ୍ତଙ୍କ ପାଇଁ ବଡ ସ୍ୱପ୍ନ ଥାଏ । ସବୁ ବାପା ମାଁଙ୍କର ସ୍ୱପ୍ନଥାଏ ତାଙ୍କ ପୁଅଝିଅ କଲେକ୍ଟର ହୁଅନ୍ତୁ । ଆମ ସମସ୍ତଙ୍କର ଧାରଣା ଥାଏ ଯେ ଦିଲ୍ଲୀ ରେ ରହି ପଢାପଢି କଲେ ହିଁ ଆଇଏଏସ୍ ପାଇ ହୁଏ , ଆଜି ପର୍ଯ୍ୟନ୍ତ ଓଡିଶାରେ ସିଭିଲ ସର୍ଭିସର ଉପଯୁକ୍ତ ବାତାବରଣ ନାହିଁବୋଲି ସମସ୍ତଙ୍କର ଧାରଣା । କିନ୍ତୁ ବିଗତ କିଛିବର୍ଷ ହେଲା ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି, ଓଡିଶାର ବହୁ ପୁଅ ଝିଅ ଆଜିକାଲି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତି । କନକ ନ୍ୟୁଜ୍ ପ୍ରୟାସ କରିଥିଲା ଏମିତି କିଛି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସଫଳ ପରୀକ୍ଷାର୍ଥୀ ମାନଙ୍କୁ ଜନତାଙ୍କ ସାମ୍ନା କୁ ଆଣିବାକୁ ଏବଂ ଜନତାଙ୍କ ପ୍ରଶ୍ନ ମଧ୍ୟ ତାଙ୍କ ସାମ୍ନାରେ ରଖିଥିଲା । ଅଧିକ ତଥ୍ୟ ପାଇଁ ଦେଖନ୍ତୁ ଏଇ ଭିଡିଓ କୁ:-