ଟ୍ରାଫିକ୍ ପୁଲିସର ମହାନତା : ମାତା-ପିତା ଫିଙ୍ଗି ଯାଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରି କରାଇଲେ ଚିକିତ୍ସା
ଦିଲ୍ଲୀ ଟ୍ରାଫିକ ପୁଲିସର ମାନବିକତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା
ଦିଲ୍ଲୀ ଟ୍ରାଫିକ ପୁଲିସର ମାନବିକତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଡିଉଟି କରୁଥିବା ସମୟରେ ନବଜାତର କାନ୍ଦ ଶୁଣି ସେଠାରେ ପହଞ୍ଚିବା ପରେ ବୁଦା ଭିତରେ ଏକ ଶିଶୁକନ୍ୟାଟି ପଡ଼ିଥିବା ଦେଖିଥିଲେ ଦିଲ୍ଲୀର ୩ ଜଣ ଟ୍ରାଫିକ୍ ପୁଲିସ । ଶିଶୁକନ୍ୟାର ଅବସ୍ଥା ଦେଖି ସେମାନେ ତୁରନ୍ତୁ ପାଖରେ ଥିବା ସଫଦରଗଞ୍ଜ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସହ ଅଭିଯୁକ୍ତ ମାତା-ପିତାଙ୍କୁ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp