ପୁରୁଣା ଫୋନ ଦେଇ ମାତ୍ର ୩,୧୬୫ ଟଙ୍କାରେ ଘରକୁ ଆଣନ୍ତୁ vivo v9 ! ଜାଣନ୍ତୁ କିଭଳି ପାଇବେ ଏହି ସ୍ମାର୍ଟଫୋନ

61

ଯଦି ଆପଣ ପାର୍ବଣ ଋତୁ ଅବସରରେ ନୂଆ ସ୍ମାର୍ଟଫୋନ କିିଣିବାକୁ ମନ କରିଛନ୍ତି ତେବେ ଏଥିପାଇଁ ଅନେକ ଇ-କମର୍ସ କଂପାନୀଗୁଡିକ ବ୍ରାଣ୍ଡେଡ ସ୍ମାର୍ଟଫୋନ ଉପରେ ଭାରି ଡିସକାଉଂଟ ଦେବା ସହିତ ଏକ୍ସଚେଂଜ ଅଫର ଏବଂ ନୋ କଷ୍ଟ ଇଏମଆଇ ଭଳି ବିଭିନ୍ନ ଆକର୍ଷଣୀ ଅଫରମାନ ଲଂଚ କରିଛନ୍ତି । ଏଭଳି ପରିସ୍ଥିତିରେ ଆପଣ ଫ୍ଲିପକାର୍ଟରୁ ଭିଭୋର vivo v9 ସାର୍ଟଫୋନକୁ ମାତ୍ର ୧୮,୯୯୦ ଟଙ୍କାରେ କିଣିପାରିବେ । ଯେବେକି ଏହି ସ୍ମାର୍ଟଫୋନର ମାର୍କେଟ ପ୍ରାଇସ ରହିଛି ୨୩,୯୯୦ ଟଙ୍କା ।

ସେହିପରି ଆପଣ ଏହି ଫୋନଟିକୁ ନୋ କଷ୍ଟ ଇଏମଆଇ ଆଧାରରେ ମାତ୍ର ୩,୧୬୫ ଟଙ୍କାରେ କିଣିପାରିବେ । ଖାଲି ଏତିକି ନୁହେଁ ଯଦି ଆପଣ ଆପଣଙ୍କର କୌଣସି ପୁରୁଣା ଫୋନକୁ ବଦଳାଇବାକୁ ଚାହୁଁଛନ୍ତି ତେବେ ଏକ୍ସଚେଂଜ ଅଫର ଅନୁସାରେ ଏହା ଉପରେ ୮୨,୦୦ଟଙ୍କାର ଅତିରିକ୍ତ ରାହାତି ପାଇପାରିବେ । ସେହିପରି ଯଦି ଆପଣ ମାଷ୍ଟରକାର୍ଡରୁ ଏହି ଫୋନଟିକୁ କିଣିବାକୁ ଚାହୁଁଛନ୍ତି ତେବେ ଏହା ଉପରେ ବି ଆପଣଙ୍କୁ ୧୦ ପ୍ରତିଶତର ଅତିରିକ୍ତ ଡିସକାଉଂଟ ମିଳିବ ।

ଏହି ଅଫରର ଲାଭ କିଭଳି ଉଠାଇବେ?

ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଇ-କମର୍ସର େଓବସାଇଟ ଫିଲ୍ପକାର୍ଟକୁ ଯିବାକୁ ହେବ । ଏହାପରେ ଆପଣଙ୍କୁ ଭିଭୋର vivo v9 ଫୋନକୁ ସିଲେକ୍ଟ କରିବାକୁ ହେବ । ଏଠାରେ ଆପଣଙ୍କୁ ଭିଭୋ ଭି-୯ଉପରେ ୫ ହଜାର ଟଙ୍କାର ଇନଷ୍ଟେଟ ଡିସକାଉଂଟ ମିଳିବ ଏବଂ ଆପଣ ଏହାକୁ ମାତ୍ର ୧୮,୯୯୦ ଟଙ୍କା କିଣିପାରିବେ ।

ଏହାଛଡା ଯଦି ଆପଣ ଏକ୍ସଚେଂଜ ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି , ତେବେ ଏଥିପାଇଁ ଆପଣଙ୍କୁ ଏକ୍ସଚେଂଜ ଅଫରର ବିକଳ୍ପକୁ ସିଲେକ୍ଟ କରିବାକୁ ହେବ । ଯାହାପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ ଖୋଲିବ । ଏଥିରେ ଆପଣଙ୍କୁ ପୁରୁଣା ଫୋନର ବ୍ରାଣ୍ଡ, ମଡେଲ ନମ୍ବର, ଏବଂ ତାର ଇଏମଆଇ ନମ୍ବର ଏଂଟର କରିବାକୁ ହେବ । ଏହାପରେ ଭେରିଫାଇ ଉପରେ କ୍ଲିକ୍ କରି ଜାଣିପାରିବେ କି ଆପଣଙ୍କ ଫୋନର ଏକ୍ସଚେଂଜ ଭ୍ୟାଲୁ କେତେ ରହିଛି । ଏହାଛଡା ଯଦି ଆପଣ vivo v9 କୁ ନୋ କଷ୍ଟ ଇଏମଆଇ ଅଫରରେ କିଣିବାକୁ ଚାହୁଁଛନ୍ତି, ଏବଂ ଆପଣଙ୍କ ନିକଟରେ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ କାର୍ଡ ରହିଛି ତେବେ ଆପଣ ଏହି ଫୋନଟିକୁ ୬ ମାସ ପାଇଁ ମାତ୍ର ୩,୧୬୫ଟଙ୍କାରେ କିଣିପାରିବେ ।