୫ଟି କଥା ଯାହା ମହିଳା କହିଥାନ୍ତି, ହେଲେ ତା’ର ପ୍ରକୃତ ଅର୍ଥ କଣ, ଜାଣନ୍ତୁ !

73

ଏକଥା ତ ସମସ୍ତଙ୍କୁ ପ୍ରାୟତଃ ଜଣାଥିବ କି ମିଛ କହିବା ଝିଅମାନଙ୍କ ରକ୍ତରେ ଥାଏ । କାରଣ ଆଜିକା ସମୟରେ ପ୍ରତ୍ୟେକ ନିଜକୁ ଅନ୍ୟମାନଙ୍କ ତୁଳନାରେ ଭଲ ହେବାକୁ ଚେଷ୍ଟା କରିଥାନ୍ତି । ଏବେ ଲୋକେ ତ ପବିତ୍ର ସଂପର୍କରେ ମଧ୍ୟ ମିଛ କହିବାକୁ ପଛାଉ ନାହାଁନ୍ତି । ତେବେ ଆଜି ଆମେ ଆପଣଙ୍କୁ ଝିଅମାନଙ୍କଦ୍ୱାରା କୁହାଯାଉଥିବା କିଛି ଏଭଳି ମିଛ ସଂପର୍କରେ ଜଚ୍ଚାଇବାକୁ ଯାଉଛୁ ଯାହାକୁ କୌଣସି ନା କୌଣସି ଝିଅ ଆପଣଙ୍କୁ ମଧ୍ୟ କହିଥିବ ।

• ‘ଯାହା କରିବାରେ ଅଛି କର ଆଉ ଯେଉଁଠିକୁ ଯିବାରେ ଅଛି ଯାଅ’ । ଏକଥାର ଅର୍ଥ ହେଲା, ସେ ଆପଣଙ୍କ ଉପରେ ବହୁତ ରାଗିଛନ୍ତି । ତେଣୁ ଏହି ସମୟରେ ଆପଣଙ୍କୁ କିଛି ନା କିଛି ଭଲ କାମ କରି ତାଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତୁ ।

• ‘ମୋର କୌଣସି ଅସୁବିଧା ନାହିଁ ତୁମେ ରାତିସାରା ପାର୍ଟି କର’ । ଏହାର ଅର୍ଥ ହେଲା କି, ସେ ଆପଣଙ୍କ ସହିତ କିଛି ସମୟ ବିତାଇବାକୁ ଚାହୁଁଛନ୍ତି ।

• ଯଦି ଆପଣ କିଛି ଅର୍ଡର କରୁଛନ୍ତି ତେବେ ଏହାର ଉତ୍ତର ଆସିଥାଏ କି ‘ମୋତେ ଭୋକ ନାହିଁ ବୋଲି‘ । ତେବେ ଏହାର ଅର୍ଥ ହେଲା, ସେ ଅଲଗା କିଛି ଖାଇବାକୁ ଇଚ୍ଛା କରିଛନ୍ତି ।

• ‘ମୁଁ କେବେ ମେକଅପ୍ ନିଏ ନାହିଁ, ମୁଁ ନାଚୁରାଲ୍ ବିୟୁଟି’ । ତେବେ ଏହାର ଅର୍ଥ ହେଲା, ମ୍ୟାଡାମ୍ ଘଂଟା ଘଂଟା ଧରି ମେକଅପ୍ ନେବାରେ ନିଜର ସମୟ ବରବାଦ୍ କରନ୍ତି ।

• ଆପଣଙ୍କ ପ୍ରତ୍ୟେକଟି କଥା ବା କାମରେ ଆପଣଙ୍କ ପାର୍ଟନର ଅତି କମରେ ଥରେ ହେଲେ ବି ହସ୍ତକ୍ଷେପ କରିଥାନ୍ତି । କାରଣ ଏଭଳି କରିବା ପ୍ରତ୍ୟେକ ଝିଅଙ୍କ ଗୋଟିଏ ବଦ୍ ଅଭ୍ୟାସ ।

ଏହାସହ ମଧ୍ୟ ପଢନ୍ତୁ- ତୁରନ୍ତ ମୋବାଇଲରୁ ହଟାନ୍ତୁ ଏହି ଆପ୍ ! ନଚେତ୍ ଅଚଳ ହୋଇଯିବ ଆପଣଙ୍କ ଫୋନ୍