ଦ୍ୱାଦଶ ଶ୍ରେଣୀ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ଏଠାରେ ମିଳୁଛି ୫୦ ହଜାର ଟଙ୍କାର ସରକାରୀ ଚାକିରି

60

ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସଏସସି) ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ପଦବୀରେ ନିଯୁକ୍ତି ନେଇ ବିଜ୍ଞାପନ ଜାରି କରିଛି । ଯାହାର ସମସ୍ତ ଆବଶ୍ୟକୀୟ ସୂଚନା ନିମ୍ନରେ ଦିଆଯାଇଛି ।

ପଦ ବିବରଣୀ: ଲୋୟର ଡିଭିଜନ ୱାର୍କ, ପଂଚାୟତ ସେକ୍ରେଟାରୀ ଏବଂ ଷ୍ଟେନୋଗ୍ରାଫର୍ ।

ପଦ ସଂଖ୍ୟା: ୨୮୦୮

ବୟସ ସୀମା: ୧୮ ବର୍ଷରୁ ୩୮ ବର୍ଷ ବୟସ ପର୍ଯ୍ୟନ୍ତ

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀମାନେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଜରୁରୀ ।

ଶେଷ ଅବଧୀ: ଏଥିପାଇଁ ଆବେଦନ କରିବାର ସମୟ ସୀମା ୦୯ ଜୁଲାଇ, ୨୦୧୭ ରହିଛି ।

ଦରମା: ମାସ ପ୍ରତି ୫୦ ହଜାର ଟଙ୍କା

ଆବେଦନ ଶୁଳ୍କ: ସାଧାରଣ ଏବଂ ଓବିସି ବର୍ଗର ଆବେଦନକାରୀଙ୍କ ପାଇଁ ୪୬୦ ଟଙ୍କା ଏବଂ ଝାଡ଼ଖଣ୍ଡର ଏସି/ଏସଟି ଆବେଦନକାରୀଙ୍କ ପାଇଁ ରହିଛି ମାତ୍ର ୧୨ ଟଙ୍କା ।

ଆବେଦନ ପ୍ରକ୍ରିୟା: ଇଚ୍ଛୁକ ପ୍ରାର୍ଥୀମାନେ ସଂମ୍ବର୍ନ୍ଧିତ ୱେବସାଇଟକୁ ଯାଇ ସାବଧାନତାର ସହ ଅନଲାଇନ୍ ଆବେଦନ କରିପାରିବେ । ଏହାର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ କରିଥିବା ଅନଲାଇନ୍ ଆବେଦନର ପତ୍ରର ଏକ ନକଲ ପାଖରେ ରଖନ୍ତୁ ।

ସଂମ୍ବର୍ଦ୍ଧିତ ୱେବସାଇଟ୍: ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଜେଏସଏସସି ଡଟ୍ ଇନ୍
ସୌଜନ୍ୟ: ଅମର ଉଜାଲା

ଏହାସହ ମଧ୍ୟ ପଢନ୍ତୁ-ଗୋଟିଏ ମିସ୍ କଲ୍ କରନ୍ତୁ ! ମୋବାଇଲରେ ହୋଇଯିବ ୨୫୦ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ