ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନେଇ ମୁହଁ ଖୋଲିଲେ ସୌମ୍ୟରଂଜନ ପଟ୍ଟନାୟକ ! କହିଲେ, ହୋଇନାହିଁ ରାଜନୈତିକ ଆଲୋଚନା

25

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ନେଇ ପ୍ରତିକ୍ରିୟା ରଖିଛନ୍ତି ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ । କହିଛନ୍ତି- ଚାଷୀ ସମସ୍ୟା, ମଦ ବିରୋଧୀ ଆନ୍ଦୋଳନ ଓ ଚିଟଫଣ୍ଡ ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସ୍ୱାଭିମାନର ସହ ରାଜନୀତି କରନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ସ୍ପଷ୍ଟ କରିଛନ୍ତି ସୌମ୍ୟରଂଜନ । ସେପଟେ ବିଜେଡି ଓ ବିଜେପି ମଧ୍ୟ ଏହି ସାକ୍ଷାତ ଆଲୋଚନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –