ପରିବାରରେ ହସ ଫୁଟାଇବାକୁ ଘରୁ ପାଦ କାଢିଥିଲେ ସୀମାଂଚଳ : ଦାଦନ ଦୁଃଖର କରୁଣ ଚିତ୍ର

34

ବ୍ରହ୍ମପୁର : ସୀମାଂଚଳ ଚାହିଁଥିଲେ ନିଜ ପରିବାରର ଓଠରେ ହସ ଦେଖିବାକୁ । ସେଥିପାଇଁ ଦରକାର ଥିଲା ଭଲ ରୋଜଗାର । ଭଲ ରୋଜଗାର କରିବା ଆଶାରେ ସେ ଘରୁ ପାଦ କାଢିଥିଲେ । ସାଜିଥିଲେ ଦାଦନ। ଚାଲିଯାଇଥିଲେ ସୁଦୂର ଚେନ୍ନାଇ। କିନ୍ତୁ ଚେନ୍ନାଇ ଯିବା ରାସ୍ତାରେ ଟ୍ରେନରେ ହିଁ ମୃତ୍ୟୁବରଣ କଲେ। ଏହା ପରେ ବି ପରିବାରର କମିନଥିଲା ଦୁଃଖର ସମୟ । ମୃତ ଶବକୁ ପାଇବାକୁ କରିବାକୁ ପଡିଥିଲା ବହୁତ କସରତ । ଏଭଳି ଏକ ଦାଦନ ପରିବାରର କାହାଣୀ, ଯେଉଁଥିରେ ମୃତ୍ୟୁ ପରେ ବି ସରିନି ଦାଦନର ଦୁଃଖ । ନ୍ୟୁଜ ସହିତ ଦେଖିବା ଏହି ଭିଡିଓ :