ପିଲାଙ୍କ କଳି ନେଲା ଶିକ୍ଷକଙ୍କ ଜୀବନ : ସୋର ୟୁଏନ କଲେଜର ଅଧ୍ୟାପକଙ୍କ ମୃତ୍ୟୁ

28

ବାଲେଶ୍ୱର : ପିଲାଙ୍କ କଳି ନେଲା ଶିକ୍ଷକଙ୍କ ଜୀବନ । ବାଲେଶ୍ୱର ସୋର ୟୁଏନ କଲେଜରେ  ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ଉତେଜନା ଲାଗି ରହିଛି । ତେବେ ଉତ୍ୟକ୍ତ ଛାତ୍ରଙ୍କୁ ବୁଝାଇବାକୁ ଯାଇ ଅଧ୍ୟାପକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ୟୁ.ଏନ କଲେଜର ଅଧ୍ୟାପକ ରତିକାନ୍ତ ବେହେରା ।