ଗଣେଶ ଭସାଣ ବେଳେ ଉତେଜନା ଘଟଣା : ସୋର ଓ ରାଉରକେଲାରେ ଜାରି ରହିବ ୧୪୪ ଧାରା

27

କନକ ବ୍ୟୁରୋ : ଗଣେଶ ଭସାଣ ବେଳେ ଉତେଜନା ଘଟଣା ସୋର ଓ ରାଉରକେଲାରେ ଜାରି ରହିବ ୧୪୪ ଧାରା । ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା । ରାଉରକେଲାରେ ଏବେ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୂତୟନ ଅଛନ୍ତି । ସୋରରେ ଆଡିସିନାଲ ଡିଜି ଏବଂ ରାଉରକେଲାରେ ସ୍ଥିତିର ଅନୁଧ୍ୟାନ କରୁଛନ୍ତିି ଆଇଜି ।ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି କେ.ବି. ସିଂହ ।