କର୍ଫ୍ୟୁ ସତ୍ତ୍ୱେ ସୋରରେ ପୁଣି ଜଳିଲା ନିଆଁ : ଖରିଦା ଛକରେ ୨ଟି ଦୋକାନ ଜାଳିଦେଲେ ଲୋକେ

29

ବାଲେଶ୍ୱର : କର୍ଫ୍ୟୁ ସତ୍ତ୍ୱେ ସୋରରେ ପୁଣି ଜଳିଲା ନିଆଁ । ଖରିଦା ଛକରେ ୨ଟି ଦୋକାନ ଜାଳିଦେଲେ ଲୋକେ । ଘଟଣାସ୍ଥଳରେ ପହଂଚିଛନ୍ତି ବରିଷ୍ଠ ପୁଲିସ୍ ଅଧିକାରୀ ।