ପୁଣି କଣ୍ଠଦାନ କରିବେ ସୋନାକ୍ଷୀ !

26

ପାକିସ୍ତାନୀ ସାମ୍ବାଦିକା ଓ ଲେଖିକା ସବା ଇମତିଆଜଙ୍କ ନୋବେଲ ଉପରେ ପ୍ରସ୍ତୁତ ଆଗାମୀ ବଲିଉଡ ସିନେମା ‘ନୁର’ ରେ ସୋନାକ୍ଷି ସାମ୍ବାଦିକା ରୂପରେ ନଜର ଆସିବେ ।

ଏହି ସିନେମାର ଟାଇଟଲ ସଂଗରେ କଣ୍ଠଦାନ କରୁଛନ୍ତି ସୋନାକ୍ଷୀ । ଏହି ସିନେମାଟିରେ ସଂଗୀତ ନିର୍ଦ୍ଦେଶନା ଅମାଲ ମଲିକ ଦେଉଛନ୍ତି । ଆଗକୁ ଖୁବ୍ ଶୀଘ୍ର ଏହାର ରେକର୍ଡିଂ ଆରମ୍ଭ ହେବ ବୋଲି କହିଛନ୍ତି ସିନେମାର ନିର୍ମାତା ।