ଓଡିଶା ସୀମାରେ ଏସଓଜି-ମାଓବାଦୀ ମୁହାଁମୁହିଁ ! ନାରାୟଣପାଟଣା ବିଜାଘାଟି କୁତୁଡି ଜଙ୍ଗଲରେ ଗୁଳିବିନିମୟ

54

କନକ ବ୍ୟୁରୋ : ଓଡିଶା-ଛତିଶଗଡ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ନାରାୟଣପାଟଣା ବିଜାଘାଟି ଅଂଚଳ କୁତୁଡି ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । ତେବେ ଏଥିରେ କାହାରି ମୃତାହତର ସୂଚନା ନଥିବା ବେଳେ ସର୍ଚ ଅପରେସନ ଜାରି ରହିଛି । ତେବେ କୁତୁଡି ଜଙ୍ଗଲରେ ମାଓମାଦୀ ଥିବା ନେଇ ସୂଚନା ମିଳିବା ପରେ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷା ବାହିନୀ । ଗତକାଲି ରାତିରୁ ଉଭୟ ଏସଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।

ଦେଖନ୍ତୁ ଏହି ଭିଡିଓ :