ଜୀବନ ମାଗୁଛି କଲେଜ କୁଇନ୍ ! ସଙ୍ଗୀତାଙ୍କ ପାଇଁ ବଢିଲା ସହାନୁଭୂତିର ହାତ

15

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୀବନ ଖୋଜୁଛି କଲେଜ କୁଇନ୍ । ବାଲେଶ୍ୱରର ସୁଶ୍ରୀ ସଂଗୀତା ପଣ୍ଡାଙ୍କ କାହାଣୀ ଗତକାଲି କନକ ନ୍ୟୁଜରେ ପ୍ରସାରିତ ହେବା ପରେ ଆଜି ସାରା ସହରରେ ଉଦବେଗ ପ୍ରକାଶ ପାଇଛି । ମୃତ୍ୟୁ ସହ ସଂଗ୍ରାମ କରୁଥିବା ସଂଗୀତାଙ୍କୁ ଅନେକ ସାମାଜିକ କର୍ମୀ ସାକ୍ଷାତ କରିବା ପରେ ନ୍ୟାୟ ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି । ସେପଟେ କେମିତି ରୋଗୀଣା ପତ୍ନୀଙ୍କୁ ଏକା ଛାଡି ଦେଲେ ସ୍ୱାମୀ, ସେନେଇ ଆମେ ଆଜି ଅଧିକ ଖୋଳତାଡ କରିଥିଲୁ । ତେବେ କଣ କହିଥିଲେ ସଂଗୀତାଙ୍କ ଶ୍ୱଶୁର ଘର ଲୋକ, ଦେଖନ୍ତୁ ଏହି ଭିଡିଓ :