ସୋଆ ବିଶ୍ୱବିଦ୍ୟାଳୟ ଫେକ ପ୍ଲେସମେଂଟ ମାମଲା ! ଅଭିଯୁକ୍ତ ମାନସ ନାୟକଙ୍କୁ ରିମାଣ୍ଡରେ ନେବ ପୁଲିସ

0

କନକ ବ୍ୟୁରୋ : ସୋଆ ବିଶ୍ୱବିଦ୍ୟାଳୟ ଫେକ ପ୍ଲେସମେଂଟ ମାମଲାରେ ଅଭିଯୁକ୍ତ ମାନସ ନାୟକଙ୍କୁ ରିମାଣ୍ଡରେ ନେବ ପୁଲିସ । ଅଧିକ ପଚରାଉଚରା ପାଇଁ ମାନସକୁ ରିମାଣ୍ଡରେ ନିଆଯିବ । ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଖଣ୍ଡଗିରି ଥାପା ପୁଲିସ ଆଜି ଆବେଦନ କରିବ । ଗତକାଲି ଗିରଫ ହୋଇଥିଲା ମାନସ ନାୟକ । ଏହି ବ୍ୟକ୍ତି ମିଛ କନସାଲଟାନ୍ସି ଏଜେନ୍ସି ଓ ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ଡିଲ୍ କରି ଠକି ଦେଇଥିବା ଅଭିଯୋଗ ହୋଇଛି ।

Comments are closed.