ସ୍ନାନବେଦୀରେ ସ୍ନାନ କରୁଛନ୍ତି ଶ୍ରୀଜିଉ

51

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ୧୦୮ କୁମ୍ଭ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ । ୩୩ ଗରା ଜଳରେ ବଳଭଦ୍ରଙ୍କ ସ୍ନାନ , ୩୫ ଗରା ଜଳରେ ଜଗନ୍ନାଥଙ୍କ ସ୍ନାନ ,  ୨୨ ଗରା ଜଳରେ ଦେବୀ ସୁଭଦ୍ରାଙ୍କ ସ୍ନାନ ଏବଂ ୧୮ ଗରା ଜଳରେ ସୁଦର୍ଶନଙ୍କ ସ୍ନାନ ଚାଲିଛି ।