ସ୍ନାନ ପୂର୍ଣ୍ଣମୀରୁ ନିଳାଦ୍ରୀ ବିଜେ ଯାଏଁ ନୀତି ଚୂଡାନ୍ତ : ଶ୍ରୀଜୀଉଙ୍କୁ ଛୁଇଁ ପାରିବେନି ଭକ୍ତ

42

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ସ୍ନାନ ପୂର୍ଣ୍ଣମୀରୁ ନିଳାଦ୍ରୀ ବିଜେ ଯାଏ ନୀତି ଚୁଡାନ୍ତ । ଶ୍ରୀଜିଉଙ୍କୁ ଛୁଇଁ ପାରିବେନି ଭକ୍ତ । ବ୍ୟାରିକେଡ ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି  ।