ଲିଙ୍ଗରାଜରେ ନାଗସାପ ! ୩ ଦିନ ଧରି ମନ୍ଦିର ଗର୍ଭଗୃହରେ ରହିଲା ନାଗ

3

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିରରେ ନାଗସାପ । ୩ ଦିନ ଧରି ମନ୍ଦିର ଗର୍ଭଗୃହରେ ରହିଲା ନାଗ । ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଡରିଲେ ପୂଜକ । ଶେଷରେ ସାପକୁ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ୍ ।
ଦେଖନ୍ତୁ ଏହି ଭିଡିଓ –

Comments are closed.