ଦେବଗଡ : ଜଙ୍ଗଲ ରାସ୍ତାରେ ଜଳି ଗଲା ଚଳନ୍ତା ସ୍କୋଡା କାର

2

କନକ ବ୍ୟୁରୋ : ଜଳିଗଲା ଚଳନ୍ତା କାର । ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ବ୍ରହ୍ମସାଧୁବାଳ ନିକଟ ଜଙ୍ଗଲ ରାସ୍ତାରେ ଜଳି ଗଲା ସ୍କୋଡା କାର । ହଠାତ ଗାଡିରୁ ଧୁଆଁ ବାହାରି ଦେଖୁ ଦେଖୁ କାରରେ ନିଆଁ ଲାଗିଯାଇଥିଲା । ତେବେ ଗାଡିରେ ଥିବା ୨ ଜଣ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ସର୍ଟ ସର୍କିଟ ହୋଇ କାରରେ ନିଆଁ ଲାଗିଥିବା ଜଣାପଡିଛି ।

Comments are closed.