କଟକରେ କଳାଧନ ସଂପର୍କିତ ଏସଆଇଟିର ବୈଠକ ଆରମ୍ଭ

22

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରେ କଳାଧନ ସଂପର୍କିତ ଏସଆଇଟିର ବୈଠକ ଆରମ୍ଭ । ଏସଆଇଟି ଉପାଧ୍ୟକ୍ଷ ଅରଜିତ ପଶାୟତ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ଇଡିର ନିର୍ଦେଶକ ଓ ଖଣି ବିଭାଗ ସଚିବ ବୈଠକରେ ଉପସ୍ଥିତ ଅଛନ୍ତି । ବୈଠକରେ କ୍ରାଇମବ୍ରାଂଚ ଓ ଆୟକର ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ରାଜ୍ୟ ଓ ଦେଶର ବହୁ ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି ।