ପାରଳା ଗଣହତ୍ୟା ମାମଲା : କଲ୍ୟାଣୀ ଦେବୀଙ୍କୁ ଏସଆଇଟିର ପଚରା ଉଚରା

73

ପାରଳା ଗଣହତ୍ୟା ମାମଲାରେ କଲ୍ୟାଣୀ ଦେବୀଙ୍କୁ ଏସଆଇଟି ପଚରା ଉଚରା କରିଛି । ଗତକାଲି ପାରଳାରେ ପହଂଚିଛନ୍ତି ଗୋପୀନାଥ ଗଜପତିଙ୍କ ଝିଅ । ପଂହଚିବା ପରେ ପାରଳାବାସୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ୱାଗତ କରିଥିଲେ । ବାପାଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରିଛନ୍ତି କଲ୍ୟାଣୀ ଦେବୀ ।