ଫିଲ୍ମ ମ୍ୟୁଜିକ ଡାଇରେକ୍ଟରଙ୍କ ନାଁରେ ସଂଗୀନ ଅଭିଯୋଗ : ବିବାହର ପ୍ରତିଶ୍ରୁତି ଦେଇ ଧୋକ୍କା ଦେଇଥିବା କହିଲେ କଣ୍ଠଶିଳ୍ପୀ

27

କନକ ବ୍ୟୁରୋ : ଫିଲ୍ମ ମ୍ୟୁଜିଜ ଡାଇରେକ୍ଟର ଦୀପୁ ଦାସ ମହାପାତ୍ରଙ୍କ ନାଁରେ ସଂଗୀନ ଅଭିଯୋଗ । ଜଣେ କଣ୍ଠଶିଳ୍ପୀ ତାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଗତ ୩ ବର୍ଷ ଧରି ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି । ଏବେ ସେ ତାଙ୍କୁ ଧୋକ୍କା ଦେଇଥିବା କହିଛନ୍ତି କଣ୍ଠଶିଳ୍ପୀ । ଏନେଇ ସେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

ଦେଖନ୍ତୁ ଏହି ଭିଡଓ :