ଶିକୁଳିରେ ବନ୍ଧା ଜୀବନ

39

ବାପାମାଆଙ୍କ ଅଲିଅଳି ଝିଅ ଭଗବତୀ । ପାଠରେ ଯେମିତି ଆଗୁଆ, ସେମିତି ଥିଲା ମହିଳା ସମିତି କାମରେ ଧୁରନ୍ଧର । ମାତ୍ର ବାହାଘରର ଦୁଇ ବର୍ଷ ପରେ ବଦଳି ଯାଇଥିଲା ସବୁକିଛି । ଗାଁରେ ସମସ୍ତଙ୍କ ପ୍ରିୟପାତ୍ରୀ ଭଗବତୀଙ୍କ ଜୀବନ ୩ ବର୍ଷ ହେଲା କଟୁଛି ଲୁହା ଶିକୁଳି ଭିତରେ ।