ବିଜେପି ନେତା ଶିବଶଙ୍କର ଦାସ ଗିରଫ

86

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ ଗିରଫ । ଶିବ ଶଙ୍କରଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ତାଙ୍କ ନାଁରେ ବିଭିନ୍ନ ମାମଲା ରହିଥିଲା । ଯାହାକୁ ନେଇ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ବିଜେଡି ଛାଡି ସେ, ଗତ ନିର୍ବାଚନ ସମୟରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ ।