ଶଙ୍କରାଚାର୍ଯ୍ୟଙ୍କ ସତର୍କବାଣୀ : କହିଲେ ଶଙ୍କରାଚାର୍ଯ୍ୟଙ୍କ ପଦମର୍ଯ୍ୟାଦା ରଖୁନାହାନ୍ତି ସରକାର

21

କନକ ବ୍ୟୁରୋ : ମନ୍ତ୍ରୀଙ୍କୁ ତାଗିଦ କଲେ ଶଙ୍କରାଚାର୍ଯ୍ୟ । ଗୋବର୍ଦ୍ଧନ ପୀଠରେ ମା’ବିମଳାମ୍ବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ତାଗିଦ କରିଛନ୍ତି ଧର୍ମଗୁରୁ ଶଙ୍କରାଚାର୍ଯ୍ୟ । କହିଛନ୍ତି ସରକାର ଶଙ୍କରାଚାର୍ଯ୍ୟଙ୍କ ପଦମର୍ଯ୍ୟାଦା ରକ୍ଷା କରୁନାହାନ୍ତି । ଶିକ୍ଷାନୁଷ୍ଠାନ ଗୁଡିକ ଧର୍ମଦ୍ରୋହୀ କାର୍ଯ୍ୟ କରୁଛନ୍ତି ।