ଝିଅ ଅଭିନେତ୍ରୀ ହେଉ ଚାହାଁନ୍ତିନି ଶାହିଦ୍

19

ଅଭିନେତା ଶାହିଦ କପୁର ବଲିଉଡର ଜଣେ ଟ୍ୟାଲେଟେଂଡ ଆକ୍ଟର । ହେଲେ ସେ ଚାହାଁନ୍ତି ନାହିଁ ତାଙ୍କ ଝିଅ ଜଣେ ଅଭିନେତ୍ରୀ ହେଉ । ଯଦି ସେ ବଡ ହୋଇ ତାଙ୍କୁ ଆସି କହିବ ମୁଁ ଅଭିନୟ କରିବି । ଏହା ଶାହିଦଙ୍କ ପାଇଁ ଏକ ଡର ବୋଲି ଶାହିଦ କହିଛନ୍ତି ।

ଶାହିଦ ଏଥିପାଇଁ ନାପସନ୍ଦ କରିଛନ୍ତି । ତାର କାରଣ ଏହା ବହୁତ କଠିନ କାମ । ଝିଅ ମୀଶା ସହ ଶାହିଦଙ୍କ ସବୁ ଦିନ ଖୁବ୍ ଭଲରେ କଟୁଛି । ୨୬ ଅଗଷ୍ଟରେ ଜନ୍ମ ହୋଇଥିବା ମୀଶା ,ଶାହିଦ-ମୀରାଙ୍କ ପ୍ରଥମ କନ୍ୟା ସନ୍ତାନ ।