‘ରଇଜ୍’ରେ ଶାହାରୁଖ୍ ! ପୋଲିସ ଭୂମିକାରେ ନଜର ଆସିବେ ସିଦ୍ଧିକ୍

61

ନିକଟରେ ଉନ୍ମୋଚନ ହୋଇଯାଇଛି ଶାହାରୁଖ ଖାନଙ୍କ ଅଭିନୀତ ସିନେମା ‘ରଇଜ୍’ ର ନୂଆ ପ୍ରୋମୋ । ପ୍ରଥମରୁ ହିଁ ସିନେମାର ପ୍ରୋମୋ ଆଉ ଗୀତଗୁଡିକ ସିନେ ଦର୍ଶକଙ୍କ ମହଲରେ ପ୍ରଶଂସା ସାଉଁଟି ପାରିଛି । ଖାଲି ସେତିକି ନୁହେଁ ଏଥିରେ ଶାହାରୁଖଙ୍କ ଦମ୍ ଦାର୍ କଥୋପକଥନ ମଧ୍ୟ ଏବେ ଚର୍ଚାରେ ।

ଏହାସହ ଏହି ପ୍ରୋମୋରେ ନୱାଜଉଦ୍ଦିନ୍ ସିଦ୍ଧିକ୍ ପୋଲିସ ଭୂମିକାରେ ନଜର ଆସିବେ । ଆଉ ଏଥିରେ ଶାହାରୁଖଙ୍କ ଡାଇଲଗ୍ ରହିଛି, ଦିନ୍ ଔର୍ ରାତ୍ ଲୋଗୋଁ କେ ହୋତେ ହେଁ , ଶେରୋଁ କା ଜମାନା ହୋତା ହୈ ।