ପାରାଦୀପ ସିୱେଜ ସିପିଂ ମ୍ୟାନେଜର ହତ୍ୟା ଘଟଣାର ଛାନଭିନ୍ : ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଘରେ ରେଡ୍

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଘରେ ରେଡ୍ । ପାରାଦୀପ ସିୱେଜ ସିପିଂ ମ୍ୟାନେଜର ହତ୍ୟା ମାମଲାରେ ମହିମାନନ୍ଦ ମିଶ୍ରଙ୍କ ରାଜଧାନୀ ବରମୁଣ୍ଡାରେ ଥିବା ବାସଭବନରେ ପାରାଦୀପ ପୁଲିସ ଚଢାଉ କରିଛି । ପାରାଦୀପ ସିୱେଜ ସିପିଂ ମ୍ୟାନେଜର ହତ୍ୟା ମାମଲାର ଛାନଭିନ କରି ପୁଲିସ ଚଢାଉ କରିଛି । ଏହାସହ ମହିମାଙ୍କ ପରିବାରଲୋକଙ୍କୁ ପଚରାଉଚରା କରିଛି ପୁଲିସ । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :