ନୀଳାଦ୍ରି ବିଜେ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ୨ ସେବାୟତ ଅଟକ ଏବଂ ଜଣେ ସେବାୟତ ଗିରଫ

25

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ସେବାୟତ ଗିରଫ, ଏବଂ ୨ ସେବାୟତଙ୍କୁ ଅଟକ ରଖିଛି ସିଂହଦ୍ୱାର ଥାନା ପୁଲିସ । ଏ ନନେଇ ସୂଚନା ଦେଇଛନ୍ତି ସିଂହଦ୍ୱାର ଥାନା ଆଇଆଇସି ।