କନକ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ ଚିକ୍ତତା ବଢୁଥିବାରୁ ଦେଶର ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି ହୋଇଛି । ଆମ ରାଜ୍ୟର ୮ଟି ସହରରେ ସତର୍କ ସୂଚନା ଜାରି ହୋଇଥିବା ବେଳେ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ୍ ଏବଂ ଏୟାରପୋର୍ଟ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଭଳି ସ୍ଥିତିରେ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ କିଭଳି ରହିଛି ସୁରକ୍ଷା ବ୍ୟବସ୍ଥା, ଏହାର ଅନୁଧ୍ୟାନ କରିଥିଲା କନକ ନ୍ୟୁଜ୍ ଟିମ୍ । ଦେଖନ୍ତୁ ବଲାଙ୍ଗୀର ଜିଲ୍ଲା ବଡ଼ମାଲରେ ଥିବା ଗୋଳାବାରୁଦ କାରଖାନାରେ କିଭଳି ଅଛି ସୁରକ୍ଷା ବ୍ୟବସ୍ଥା।

ଦେଖନ୍ତୁ ଏହି ଭିଡିଓ –