ପଳାତକ ସେବାୟତ ରବି ଦାସ ଗିରଫ

29

ପଳାତକ ସେବାୟତ ରବି ଦାସ ଗିରଫ ହୋଇଛନ୍ତି । ଦତ୍ତତୋଟା ଅଂଚଳରୁ ତାଙ୍କୁ ଗିରଫ କରିଛି ପୁଲିସ୍ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଅନ୍ୟ ୭ ସେବାୟତ ଏବେବି ଫେରାର୍ ଅଛନ୍ତି ।