ସିସୋର ଓ ଏଟି ଲିଙ୍କରେ ସିବିଆଇରେ ପ୍ରଫୁଲ୍ଲ ସିଂ ହାଜର

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସିବିଆଇରେ ପ୍ରଫୁଲ୍ଲ ସିଂ ପୁଣିଥରେ ହାଜର । ସିସୋର ଓ ଏଟି ଲିଙ୍କରେ ହାଜର ହୋଇଥିବା ନେଇ ସୂଚନା ରହିଛି । କଟକ ଜିଲ୍ଲା ପୂର୍ବତନ କାର୍ଯ୍ୟକାରୀ ସଭାପତି ହେଲେ ପ୍ରଫୁଲ୍ଲ ସିଂ ।