ମଦର ଟେରେସାଙ୍କ ନାଁରେ ନାମିତ ହେଲା ସତ୍ୟନଗର ଓଭରବ୍ରିଜ୍

1

ରୋମର ଭାଟିକାନ ସିଟିରେ ମଦର ଟେରେସାଙ୍କୁ ସନ୍ଥ ଘୋଷଣା କରିବେ ରୋମନ କଥ୍ୟୋଲିକ ଚର୍ଚ୍ଚର ପୋପ ଫ୍ରାନସିସ। ଏହି ଅବସରରେ ଭୁବନେଶ୍ୱରରେ ଏକ ରାସ୍ତାକୁ ମଦରଟେରେସା ନାଁରେ ନାମିତ କରାଯାଇଛି। ସତ୍ୟନଗର ଓଭର ବ୍ରିଜକୁ ମଦରଟେରେସା ନାମରେ ନାମିତ କରାଯାଇଛି । ସନ୍ଥ ମଦର ଟେରେସା ମାର୍ଗକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । କଟକ-ପୁରୀ ରାସ୍ତାକୁ ସଂଯୋଗ କରୁଛି ବ୍ରିଜ।

Comments are closed.