ମଦର ଟେରେସାଙ୍କ ନାଁରେ ନାମିତ ହେଲା ସତ୍ୟନଗର ଓଭରବ୍ରିଜ୍

51

ରୋମର ଭାଟିକାନ ସିଟିରେ ମଦର ଟେରେସାଙ୍କୁ ସନ୍ଥ ଘୋଷଣା କରିବେ ରୋମନ କଥ୍ୟୋଲିକ ଚର୍ଚ୍ଚର ପୋପ ଫ୍ରାନସିସ। ଏହି ଅବସରରେ ଭୁବନେଶ୍ୱରରେ ଏକ ରାସ୍ତାକୁ ମଦରଟେରେସା ନାଁରେ ନାମିତ କରାଯାଇଛି। ସତ୍ୟନଗର ଓଭର ବ୍ରିଜକୁ ମଦରଟେରେସା ନାମରେ ନାମିତ କରାଯାଇଛି । ସନ୍ଥ ମଦର ଟେରେସା ମାର୍ଗକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । କଟକ-ପୁରୀ ରାସ୍ତାକୁ ସଂଯୋଗ କରୁଛି ବ୍ରିଜ।