ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ମୃତ୍ୟୁ ସହ ସଂଘର୍ଷ କରୁଛି ସତ୍ୟବାଦୀ ବ୍ଲକର ସୁଶାନ୍ତଙ୍କ ତିନି ବର୍ଷର ଶିଶୁ ଆୟୁଷ

38

କନକ ବ୍ୟୁରୋ : ଅର୍ଥ ଅଭାବରୁ ମୃତ୍ୟୁ ସହ ସଂଘର୍ଷ କରୁଛି ତିନି ବର୍ଷର ଆୟୁଷ । ପୁଅର କଷ୍ଟ ଦେଖିପାରୁନାହାନ୍ତି ବାପା ମାଆ । କିନ୍ତୁ ପୁଅର ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଏବେ ସରକାରୀ ସହାୟତାକୁ ଅପେକ୍ଷା କରିରହିଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଛଅମାଣ ସାହିର ସୁଶାନ୍ତଙ୍କ ପରିବାର  ।

ଏହାସହ ଦେଖନ୍ତୁ ଏହି ଭିଡିଓ –