ନିର୍ବାଚନୀ ହିଂସା ନେଇ ପ୍ରତିକ୍ରିୟା ପ୍ରକାଶ କଲେ ବିଜେଡି ମୁଖପାତ୍ର ଶଶିଭୂଷଣ

17

କନକ ବ୍ୟୁରୋ : ବିଜୁ ଜନତା ଦଳ ଯେ କୌଣସି ପ୍ରକାର ହିଂସାକୁ ନେଇ ନିନ୍ଦା କରେ ଏବଂ ପଞ୍ଚାୟତ ନିର୍ବାଚନରେ ଯେଉଁ ହିଂସାତ୍ମକ କାଣ୍ଡ ଘଟୁୁଛି ସେ ନେଇ ସରକାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମତ ରଖିଛନ୍ତି ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା । ଏହାସହ ସେ କହିଛନ୍ତି ବିଜେପି ନେତାମାନେ କିଛି ବି କହିବା ପୂର୍ବରୁ ଆତ୍ମସମୀକ୍ଷା କରନ୍ତୁ ।