ଖୋଲିଲା ରିୟଲିଟି ଶୋ’ର ରିୟଲ କଥା : ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଆଉ ଏକ ଖୁଲାସା

31

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କାଷ୍ଟି କାଉଚ୍ ନେଇ ୬ ଜଣଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଆଉ ଏକ ଚାଂଚଲ୍ୟକର ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶର୍ମିଷ୍ଠା । ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ର ଏକ କାର୍ଯ୍ୟକ୍ରମରେ ଇଭେଂଟ ମ୍ୟାନେଜର ବାପି ଜେନା ସିଲେକ୍ସନ ନାଁରେ କମ୍ପ୍ରମାଇଜ୍ କରିବାକୁ କହିଥିଲେ । ବାପି କହିଥିଲେ, ବେଡ୍ ପାର୍ଟନର ହୁଅ ନହେଲେ ଘରକୁ ଯାଅ । ଦେଖନ୍ତୁ ଏହି ରିପୋର୍ଟ ।

ଏହା ସହ ଚାପ ପରେ ନବୀନ ନେଲେ କାର୍ଯ୍ୟାନୁଷ୍ଠାନ : ବିଜେଡିରୁ ପପୁ ପମପମ୍ ବହିଷ୍କୃତ