ସାରଥୀଙ୍କ ବେଆଇନ୍ ଅର୍ଥ କାରବାର ନେଇ ଇଡିର ତନାଘନା : ଦୁଇ ସହଯୋଗୀ ପ୍ରଦୀପ ରାଉତ ଓ ପ୍ରଦୀପ ସାହୁ ଇଡିରେ ହାଜର

28

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ସାରଥୀଙ୍କ ବେଆଇନ୍ ଅର୍ଥ କାରବାର ନେଇ ଇଡିର ତନାଘନା । ଆଜି ଏନେଇ ସାରଥୀଙ୍କ ଦୁଇ ସହଯୋଗୀ ପ୍ରଦୀପ ରାଉତ ଓ ପ୍ରଦୀପ ସାହୁ ଇଡିରେ ହାଜର ହୋଇଛନ୍ତି । ପ୍ରଦୀପ ରାଉତ ସାରଥୀଙ୍କ ଅର୍ଥ କାରବାର କଥା ବୁଝୁଥିବାବେଳେ , ପ୍ରଦୀପ ସାହୁ ଆଶ୍ରମ କଥା ବୁଝୁଥିଲେ । ତେବେ ସାରଥୀ ସାମ୍ରାଜ୍ୟର ଖୋଳତାଡ ନେଇ ତନାଘନା ଚଳାଇଛି ଇଡି ।