ଚିଟଫଣ୍ଡ ଠକେଇ ମାମଲା : ସାରଦା ଚିଟଫଣ୍ଡର ୪ କୋଟି ଟଙ୍କା ମୂଲ୍ୟର ସଂପତି ବାଜ୍ୟାପ୍ତି

28

କନକ ବ୍ୟୁରୋ : ଚିଟଫଣ୍ଡ ଠକେଇ ମାମଲା । ସାରଦା ଚିଟଫଣ୍ଡର ୪ କୋଟି ଟଙ୍କା ମୂଲ୍ୟର ସଂପତି ବାଜ୍ୟାପ୍ତି । ଏହି ସଂପତିକୁ ବାଜ୍ୟାପ୍ତି କରିଛନ୍ତି ବାଲେଶ୍ୱର ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟ । ମୋଟ ୧୧ ଏକର ୭ ଡେସିମିଲ ଜମି ବାଜ୍ୟାପ୍ତି କରିଛନ୍ତି କୋର୍ଟ । ଏହା ସହିତ ଦେଖନ୍ତୁ ଏହି ଭିଡିଓ