ନବରାତ୍ରୀ ଉପବାସ ରଖୁଛନ୍ତି କି? ପେଟପୂଜା କରିବ ‘ସଂସ୍କାରି ପିଜା’

114

ପିଜା ପ୍ରେମୀମାନଙ୍କ ପାଇଁ ଖୁସି ଖବର । କାରଣ ମାର୍କେଟକୁ ଆସୁଛି ସଂସ୍କାରି ପିଜା । ନବରାତ୍ରୀରେ ଉପାସ ରଖୁଥିବା ତଥା ନିରାମିଷ ଖାଦ୍ୟ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସ୍ୱତନ୍ତ୍ର ପିଜା ତିଆରି କରାଯାଇଛି ।ଭାରତରେ ପାଖାପାଖି ୫୦୦ଟି ଆଉଟଲେଟରେ ଏହି ପିଜା ମିଳିବ । ମଇଦା, ସାଗୁଦାନା, ଲହୁଣୀ ଏସବୁକୁ ନେଇ ଏହି ପିଜା ମାର୍କେଟକୁ ଆସିବ । ଏହି ପିଜାରେ ପିଆଜ ଓ ରସୁଣର ବ୍ୟବହାର ସଂପୁର୍ଣ ନିଷେଧ କରାଯାଇଛି।