ଦୀପିକା ପାଦୁକୋନଙ୍କ ଫଟୋସୁଟ ନେଇ ସଂଜୟ ଲୀଲା ଭଂସାଲି ନାରାଜ !

22

ନିଜର ପ୍ରିୟ ଅଭିନେତ୍ରୀଙ୍କ ଉପରେ ରାଗିଲେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲି । ନିକଟରେ ଦୀପିକା ପାଦୁକୋନ ଏକ ମାଗାଜିନ ପାଇଁ ହଟ୍ ଫଟୋସୁଟ କରିଛନ୍ତି । ଫଟୋସୁଟକୁ ଦୀପିକାଙ୍କ ପ୍ରଶଂସକମାନେ ବେଶ୍ ପ୍ରଂଶସା କରୁଥିବାବେଳେ ଅନ୍ୟପଟେ ଏହାକୁ ନେଇ ସଂଜୟ ଅସନ୍ତୁଷ୍ଟ ହୋଇଛନ୍ତି । ସଂଜୟ କହିଛନ୍ତି ଦୀପିକା ଏବେ ମହାରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରୁଛନ୍ତି । ତେଣୁ ଏପରି ଫଟୋସୁଟ୍ ପାଇଁ ଏବେ ଉଚିତ ସମୟ ନୁହଁ ।