ଧମାଲ ସିରିଜର ଆଗାମୀ ସିନେମାରୁ ବାଦ ପଡିଲେ ସଂଜୟ ଦତ୍ତ !

42

ଧମାଲ ସିରିଜର ଆଗାମୀ ସିନେମାରୁ ବାଦ ପଡିଲେ ସଂଜୟ ଦତ୍ତ । ‘ଟୋଟାଲ ଧମାଲ’ରେ ସଂଜୟ ଅଭିନୟ କରିବେନି ବୋଲି ଜଣାପଡିଛି । ‘ଧମାଲ’‘ଡବଲ ଧମାଲ’ ପରେ ନିର୍ଦ୍ଦେଶକ ଇନ୍ଦ୍ରକୁମାର ଖୁବଶୀଘ୍ର ‘ଟୋଟାଲ ଧମାଲ’ର ନିର୍ମାଣ ଆରମ୍ଭ କରିବାକୁ ଯାଉଛନ୍ତି ।

ଲିଡ ରୋଲ ପାଇଁ ସଂଜୟଙ୍କୁ ଅଫର ଦେଇଥିଲେ ସୁଦ୍ଧା ସଂଜୟ ଏହାକୁ ଗ୍ରହଣ କରିନାହାନ୍ତି । ୨୦୧୮ ପର୍ଯ୍ୟନ୍ତ ବିଭିନ୍ନ ପ୍ରୋଜେକ୍ଟରେ ସେ ବ୍ୟସ୍ତ ଅଛନ୍ତି । ତେଣୁ ‘ଟୋଟାଲ ଧମାଲ’ ପାଇଁ ସମୟ ଦେଇ ପାରିବେନି କହିଛନ୍ତି ସଂଜୟ ଦତ୍ତ ।