ସେକ୍ସ ଟେପ୍ ମାମଲା : ଆଜି କୋର୍ଟରେ ହାଜର ହେବେ ଆପ୍ ନେତା ସନ୍ଦୀପ କୁମାର

105

କନକ ବ୍ୟୁରୋ : ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ଆମ ଆଦମି ପାର୍ଟିର ନେତା ସନ୍ଦୀପ କୁମାରଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଏକ ବର୍ଷ ଆଗରୁ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ସନ୍ଦିପ କୌଣସି ଅପରାଧ କରି ନଥିବା ଓ ତାଙ୍କୁ ଫସାଇ ଦିଆଯାଇଥିବା ସେ କହିଛନ୍ତି । ସନ୍ଦୀପଙ୍କର ଅଶ୍ଳୀଳ ଭିଡିଓ ପ୍ରକାଶ ପାଇବା ପରେ ଏହି ଭିଡିଓର ଫରେନସିକ ଯାଂଚ କରିବା ପାଇଁ ସନ୍ଦୀପ ଦାବି କରିଛନ୍ତି । ସିଡିର ସତ୍ୟତାକୁ ନେଇ କ୍ରାଇମବ୍ରାଂଚ ଖୋଳତାଡ ଜାରି ରଖିଛି ।