ସାମସଙ୍ଗର ଧମାକାଦାର୍ ଅଫର୍ ! ୩୦ ହଜାର ଟଙ୍କାର ଫୋନ ମିଳୁଛି ୯ହଜାର ଟଙ୍କାରେ

114

ଯଦି ଆପଣ ସାମସଙ୍ଗର ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତ ଏହା ଖୁବ୍ ଭଲ ସୁଯୋଗ । ଫ୍ଲିପକାର୍ଟ ସାମସଙ୍ଗ ମୋବାଇଲ ଫେଷ୍ଟର ଆୟୋଜନ କରିଛି । ଏହି ଫେଷ୍ଟରେ ସାମସଙ୍ଗ ଧାମାକାଦାର ଅଫର ଦେଉଛି । ଏହି ଫେଷ୍ଟଟି ୮ ନଭେମ୍ବର ଯାଏ ଚାଲିବ । ଏହି ଫେଷ୍ଟରେ ଗାଲାକ୍ସି ଅନ୍ ନେକ୍ସଟ ଓ ଗାଲାକ୍ସି ସି୯ ପ୍ରୋରେ ଭଲ ଅଫର ଦିଆଯାଉଛିା
୯ହଜାର ଟଙ୍କାରେ ମିଳୁଛି ୨୯,୯୦୦ଟଙ୍କାର ଫୋନ୍ –

ଦକ୍ଷିଣ କୋରିଆର କଂପାନୀ ସାମସଙ୍ଗ ଗାଲାକ୍ସି ସି୯ ପ୍ରୋରେ ୪୧୦୦ଟଙ୍କାର ଡିସକାଉଣ୍ଟ ଦେଉଛି । ଏହି ଫୋନ ୨୯,୯୦୦ ଟଙ୍କାରେ ଉପଲବ୍ଧ ଅଟେ । ଫୋନରେ ୨୦ହଜାର ଟଙ୍କାର ଏକ୍ସଚେଂଜ ଅଫର ଦିଆଯାଉଛି । ଏହାପରେ ୯ହଜାର ଟଙ୍କାରେ ଏହାକୁ କିଣିପାରିବେ ।

ଫୋନରେ କଣ ଫିଚର ରହିଛି –
୧ – ଏହି ଫୋନରେ ୬ଇଂଚର ଫୁଲ୍ ଏଚଡି ଡିସପ୍ଲେ ଦିଆଯାଇଛି ।
୨ – ଫୋନରେ ୬ଜିବି ରାମ୍ ଓ ୬୪ ଜିବି ରମ୍ ଦିଆଯାଇଛି । ଏହାକୁ ମଧ୍ୟ ୨୫୬ଜିବି ଯାଏ ବଢାଯାଇପାରିବ ।
୩ – ଫୋନରେ ୧୬ଏମପିର ଫ୍ରଣ୍ଟ ଓ ୧୬ ଏମପିର ରିୟର କ୍ୟାମେରା ଦିଆଯାଇଛି । ଏହା ସହ ୪୦୦୦ଏଏଚ୍ ର ବ୍ୟାଟେରୀ ମଧ୍ୟ ଦିଆଯାଇଛି ।
୪ – ଏହି ଫୋନରେ ୧.୯୫ଜିଏଚଜେର ଅଟୋ କୋର ପ୍ରୋସେସର ଦିଆଯାଇଛି ।

( ସୌଜନ୍ୟ- ଦୈନିକ ଭାସ୍କର)