ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି : କଲେଜ ଭିତରକୁ ଧସେଇ ପଶିବା ବେଳେ ପୁଲିସ ସହ ଧସ୍ତାଧସ୍ତି

47

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି । ପ୍ଲସ -ଥ୍ରୀ ପ୍ରଥମ ବର୍ଷ ପରୀକ୍ଷା ଫଳରେ ତ୍ରୁଟି ଓ ବିଳମ୍ବ ନେଇ ବିଶ୍ୱ ବିଦ୍ୟାଳୟରେ ଉତେଜନା ଦେଖାଦେଇଛି । ପୁଲିସ –ଛାତ୍ରଛାତ୍ରୀ ଧସ୍ତାଧସ୍ତି ହୋଇଛନ୍ତି । ଛାତ୍ରଛାତ୍ରୀ କଲେଜ ଗେଟ୍ ଆଗରେ ଧାରଣାରେ ବସିଛନ୍ତି । ରାଉରକେଲାର ୫ଟି କଲେଜର ଛାତ୍ରଛାତ୍ରୀ ଧାରଣାରେ ସାମିଲ ହୋଇଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :