ଜେଲ ଅଧୀକ୍ଷକଙ୍କୁ ଛୁରା ମାଡ ଘଟଣା : ୩ ଜଣଙ୍କୁ ଗିରଫ କଲା ଧନୁପାଲୀ ପୁଲିସ

27

ସମ୍ବଲପୁର : ଜେଲ ଅଧୀକ୍ଷକଙ୍କୁ ଛୁରା ମାଡ ଘଟଣା । ୩ ଜଣଙ୍କୁ ଗିରଫ କଲା ଧନୁପାଲୀ ପୁଲିସ । ୨ ଅଭିଯୁକ୍ତ ମୋଦିପଡା ଓ ଆଉ ଜଣେ ହୀରାକୁଦ ଅଂଚଳର ବୋଲି ଜଣାପଡିଛି ।