ସମ୍ବଲପୁର ଜେଲ୍ ଅଧୀକ୍ଷକଙ୍କୁ ଛୁରାମାଡ : ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତି

17

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ବଲପୁର ଜେଲ୍ ଅଧୀକ୍ଷକ ବ୍ରହ୍ମାନନ୍ଦ ସାହୁଙ୍କୁ ଛୁରାମାଡ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ତେବେ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଏହି ଛୁରାମାଡ ହୋଇଥିବା ସୂଚନା ମିଳିଛି ।