‘ସିନ୍ଧୁସ୍ଥାନ’ରେ ସମ୍ବଲପୁର ଲଜ୍ଜା ! ୨ବର୍ଷର ଝିଅକୁ ମାରିଦେବାକୁ ସଇତାନ ବାପାର ଷଡଯନ୍ତ୍ର

22

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ଯୌତୁକ ଜୁଇରେ ବଧୂ ଜଳିବା ନୂଆ ନୁହେଁ । ସମାଜରେ ଯୌତୁକ ଲୋଭୀ ରାକ୍ଷସଙ୍କ ଅନେକ ଉଦାହରଣ ରହିଛି। ହେଲେ ନିରୀହ ନିଷ୍ପାପ ଶିଶୁକୁ ଝିଅ ବୋଲି ପୋଡି ମାରିବାକୁ ଉଦ୍ୟମ ଘଟଣା ହୁଏତ ଓଡିଶା ଇତିହାସରେ ପ୍ରଥମ । ଗୋଟିଏ ପଟେ ଦେଶର ସୁନାଝିଅ ମେଡାଲ୍ ଜିତି ଗର୍ବ ଓ ଗୌରବ ଆଣୁଥିବା ବେଳେ ଅନ୍ୟପଟେ ଶିଶୁକନ୍ୟାକୁ ପୋଡି ମାରିବାକୁ ଉଦ୍ୟମ ଘଟଣାକୁ ନେଇ ପ୍ରଶ୍ନ ଉଠିଛି।