ପଶ୍ଚିମ ଓଡିଶା କୃଷକ ସମବାୟ ସମିତିର ସଂକଳ୍ପ ସମାବେଶ : ଏକାଠି ହେଲେ ଓଡିଶା ଓ ଛତିଶଗଡର ଶହଶହ ଚାଷୀ

17

କନକ ବ୍ୟୁରୋ : କଟକରେ ମହାନଦୀକୁ ପ୍ରସଙ୍ଗ କରି ବିଜେଡି ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ପଶ୍ଚିମ ଓଡିଶାରେ ବିଶାଳ ଚାଷୀ ସମାବେଶ । ପଶ୍ଚିମ ଓଡିଶା କୃଷକ ସଂଗଠନ ସମବାୟ ସମିତି ପକ୍ଷରୁ ଆୟୋଜିତ ସଂକଳ୍ପ ଚେତାବନୀ ସମାବେଶ । ଏକାଠି ହୋଇଥିଲେ ଓଡିଶା ଓ ଛତିଶଗଡର ଶହଶହ ଚାଷୀ ।

ସରକାରଙ୍କ କମ୍ପାନୀ ପ୍ରୀତି ବିରୋଧରେ ନାରାବାଜି ଦେବା ସହ ୨ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ଚାଷୀ । ଦୁଇ ସରକାର ଚାଷୀଙ୍କ ପାଣିକୁ କମ୍ପାନୀକୁ ଦେବା ପାଇଁ ଟଣାଓଟରା କରୁଛନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇବା ନିମନ୍ତେ ଏ ଦୁଇ ରାଜ୍ୟ ବିବାଦ ତିଆରି କରୁଛନ୍ତି । କେହି ବି ଚାଷୀ ଓ ମତ୍ସ୍ୟଜୀବିଙ୍କ ପାଇଁ ଚିନ୍ତିତ ନୁହଁନ୍ତି ।

ଦେଖନ୍ତୁ ଏହି ଭିଡିଓ :